‘ଅସାନି’ ମୁକାବିଲା ପାଇଁ ଓଡ଼ିଶା ଓ ଆନ୍ଧ୍ର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ କେନ୍ଦ୍ର ଗୃହ ସଚିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ର ମୁକାବିଲା ନେଇ ଓଡ଼ିଶା ଓ ଆନ୍ଧ୍ରରେ କିପରି ପ୍ରସ୍ତୁତି ହୋଇଛି ସେ ସଂପର୍କରେ ଭିଡିଓ କନଫରେନସିଂ ଜରିଆରେ ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା। ଓଡ଼ିଶାର ମୁଖ୍ୟ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଭିଡିଓ କନଫରେନ୍‌ସିଂରେ ଗୃହ ମନ୍ତ୍ରାଳୟ … Continue reading ‘ଅସାନି’ ମୁକାବିଲା ପାଇଁ ଓଡ଼ିଶା ଓ ଆନ୍ଧ୍ର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ କେନ୍ଦ୍ର ଗୃହ ସଚିବ